୨୦ ମିନିଟ୍ ଅଧିକ ଚାଲିବ ପୁଷ୍ପାର ରାଜ

Pushpa 2 Reloaded: ପୁଷ୍ପା-୨ ଦ ରୁଲ୍ କୁ ଏକ ମାସ ବିତିଯିବା ପରେ ମଧ୍ୟ ଏବେ ବି ଲୋକମାନେ ଏହାକୁ ଦେଖିବା ପାଇଁ ବେଶ ଉତ୍ସାହିତ ଅଛନ୍ତି । ତେବେ ସେମାନଙ୍କର ଉତ୍ସାହିତକୁ ଆହୁରି ବଢାଇବା ପାଇଁ ଫିଲ୍ମର ମେକର୍ସମାନେ ଆଉ ଏକ ଉପହାର ଭେଟି ଦେବାକୁ ଚାହୁଁଛନ୍ତି। ସୂଚନା ଅନୁଯାୟୀ, ଜାନୁଆରୀ ୧୧ରୁ ଅଲ୍ଲୁ ଅର୍ଜୁନଙ୍କ ଚଳଚ୍ଚିତ୍ରରେ ଆଉ ୨୦ ମିନିଟ୍ ର ଫୁଟେଜ୍ ଯୋଡ଼ାଯିବ ବୋଲି ଘୋଷଣା କରାଯାଇଥିଲା । ତେବେ ନିର୍ମାତା ଏବେ … Continue reading ୨୦ ମିନିଟ୍ ଅଧିକ ଚାଲିବ ପୁଷ୍ପାର ରାଜ