ରିଳିଜର ମାସେ ପରେ ବି ବଡ଼ ପରଦାରେ ରାଜ୍ କରୁଛି ‘ପୁଷ୍ପା 2’

Pushpa-2: ରିଲିଜ ହେବାର ପ୍ରାୟ ଏକ ମାସ ମଧ୍ୟରେ ଅନେକ ରେକର୍ଡ ଭାଙ୍ଗିଛି ‘ପୁଷ୍ପା ୨’। ଭାରତୀୟ ବକ୍ସ ଅଫିସରେ ଏହି ଫିଲ୍ମ ୧୨୦୦ କୋଟି ଟଙ୍କା ପାର୍ କରିଛି। ସାରା ବିଶ୍ୱରେ ଏହା ପ୍ରଭାସଙ୍କ ଫିଲ୍ମ ‘ବାହୁବଲୀ ୨’ କୁ ପରାସ୍ତ କରି ୧୮୦୦ କୋଟିରୁ ଅଧିକ ଆୟ କରିଛି। ୩୧ ଦିନର ଅପାର ସଫଳତା ପରେ, ଏହା ବକ୍ସ ଅଫିସରେ ଚାଲିଛି । ତଥାପି, ଏହାର ରୋଜଗାର ପୂର୍ବ ଅପେକ୍ଷା କମ୍ ହୋଇଯାଇଛି। ଗତ … Continue reading ରିଳିଜର ମାସେ ପରେ ବି ବଡ଼ ପରଦାରେ ରାଜ୍ କରୁଛି ‘ପୁଷ୍ପା 2’