ସାଉଥରେ ବି ଚାଲିବ ସଞ୍ଜୟ ଲୀଲା ଭଂସାଲୀଙ୍କ ଯାଦୁ !

Allu Arjun: ସୁକୁମାରଙ୍କ ଫିଲ୍ମ ପୁଷ୍ପା: ଦ ରାଇଜ୍ ର ସିକ୍ୱେଲ ପୁଷ୍ପା-୨: ଦ ରୁଲ୍ (ପୁଷ୍ପା-୨)କୁ ସାରା ବିଶ୍ୱରେ ବହୁତ ଭଲପାଇବା ମିଳିଛି। ଫିଲ୍ମର ଦ୍ୱିତୀୟ ଭାଗରେ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ପୁଷ୍ପା-୨ରେ ଅଲ୍ଲୁ ଓ ରଶ୍ମିକାଙ୍କ ଚମତ୍କାର ଅଭିନୟ ପାଇଁ ପ୍ରଶଂସକଙ୍କ ସମେତ ଚଳଚ୍ଚିତ୍ର ଜଗତରୁ ପ୍ରଶଂସା ପାଉଛନ୍ତି। ବକ୍ସ ଅଫିସରେ ଏହି ଫିଲ୍ମ ଅନେକ ରେକର୍ଡ ଭାଙ୍ଗିଛି । ଏଥି ମଧ୍ୟରେ ଅଲ୍ଲୁ … Continue reading ସାଉଥରେ ବି ଚାଲିବ ସଞ୍ଜୟ ଲୀଲା ଭଂସାଲୀଙ୍କ ଯାଦୁ !