ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପୁରୀରେ ଜମି ଖୋଜୁଛି ବେଦାନ୍ତ

Vedanta Group Chairman Anil Agarwal: ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି ଯେ, ବିଶ୍ୱସ୍ତରୀୟ ଅଣଲାଭକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କମ୍ପାନୀ ଓଡ଼ିଶାର ପୁରୀ ଜିଲ୍ଲାରେ ଉପଯୁକ୍ତ ଜମି ଖୋଜୁଛି। ଦୁଇଦିନିଆ ‘ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା ୨୦୨୫’ କନ୍ କ୍ଲେଭ୍ ରେ ଯୋଗଦେବା ପାଇଁ ଭୁବନେଶ୍ୱର ଆସିଥିବା ଅଗ୍ରୱାଲ କହିଛନ୍ତି ଯେ ବେଦାନ୍ତ ଗ୍ରୁପ୍ ଉପକୂଳ ଜିଲ୍ଲାରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଆଗ୍ରହୀ, ଯେଉଁଥିପାଇଁ ୨୦,୦୦୦ କୋଟି ରୁ … Continue reading ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପୁରୀରେ ଜମି ଖୋଜୁଛି ବେଦାନ୍ତ