ଏବେ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ଖୋଲିବ ପଙ୍କଚର ମରାମତି ଏବଂ ଯାନବାହାନ ରକ୍ଷଣାବେକ୍ଷଣ ଦୋକାନ || Puncture repair and vehicle maintenance shops to open on national highways and expressways

ପ୍ରାଚୀନ ପେଟ୍ରୋଲ ପମ୍ପରେ ଉପଲବ୍ଧ ସୁବିଧା ବର୍ତ୍ତମାନ ଉପଲବ୍ଧ ହେବ ଜାତୀୟ ରାଜପଥରେ। ଏଣିକି ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ଆହୁରି ଖୋଲିବ ପଙ୍କଚର ମରାମତି ଏବଂ ଯାନବାହାନ ରକ୍ଷଣାବେକ୍ଷଣ ଦୋକାନ। ଏହି ଦୋକାନ ସଂଖ୍ୟା ବୃଦ୍ଧିକୁ ନେଇ ଜାରିହୋଇଛି ନିର୍ଦ୍ଦେଶାବଳୀ । ଏହି ସୁବିଧାଗୁଡ଼ିକ ଏକ ସରକାରୀ-ବେସରକାରୀ ସହଭାଗୀତା (PPP) ମଡେଲ ଅଧୀନରେ ପ୍ରତିଷ୍ଠିତ ହେବ। NHAI ଯୋଜନାର ରୂପରେଖା ପ୍ରସ୍ତୁତ କରେ NHAI କହିଛ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ … Continue reading ଏବେ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ଖୋଲିବ ପଙ୍କଚର ମରାମତି ଏବଂ ଯାନବାହାନ ରକ୍ଷଣାବେକ୍ଷଣ ଦୋକାନ || Puncture repair and vehicle maintenance shops to open on national highways and expressways