ପୁଲଓ୍ଵାମାରୁ ପହଲଗାମ: ପାକିସ୍ତାନକୁ ମୂଲ୍ୟ ଦେବାକୁ ପଡ଼ିବ
ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକଙ୍କୁ ଦଣ୍ଡ ଦେବା ପାଇଁ ମୋଦୀଙ୍କ ପ୍ରତିଶ୍ରୁତି ପରେ ଭାରତ ଏକାଧିକ ପ୍ରତିଶୋଧ ବିକଳ୍ପ ଉପରେ ବିଚାର କରୁଥିବାବେଳେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏକ ନିଆରା ଏବଂ ପ୍ରଭାବଶାଳୀ ଜବାବ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ପାକିସ୍ତାନର ଉରି ଓ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଥିଲେ, ମୁଁ ଜୀବନରେ ଦୁଇଥର କିଛି କରିନାହିଁ। ଛୋଟବଡ଼ ସବୁ ସେନା ଅପରେସନ ମୋ … Continue reading ପୁଲଓ୍ଵାମାରୁ ପହଲଗାମ: ପାକିସ୍ତାନକୁ ମୂଲ୍ୟ ଦେବାକୁ ପଡ଼ିବ
Copy and paste this URL into your WordPress site to embed
Copy and paste this code into your site to embed