ପବ୍ଲିକ ସର୍ଭାଣ୍ଟ ନା ରାଜା? || Public servant or king?

ଭାରତୀୟ ପ୍ରଶାସନିକ ସେବା-ଆଇଏଏସ। ସମ୍ବିଧାନ ତାଙ୍କୁ କହୁଛି—ପବ୍ଲିକ ସର୍ଭାଣ୍ଟ, ଅର୍ଥାତ୍ ଜନସାଧାରଣଙ୍କ ଦାସ। କିନ୍ତୁ ଓଡ଼ିଶାର ଜିଲ୍ଲାପାଳମାନଙ୍କ ଜୀବନଶୈଳୀ, ଖର୍ଚ୍ଚ ଶୈଳୀ, ଏବଂ ସରକାରୀ ତହବିଲକୁ ବ୍ୟବହାର କରିବାର ଆଡ଼ମ୍ବର ଦେଖିଲେ ଲାଗେ; ଏମାନେ ପବ୍ଲିକ ସର୍ଭାଣ୍ଟ ନୁହଁନ୍ତି, ଏମାନେ ଆଧୁନିକ ଯୁଗର ରାଜା। କାହିଁକି ପବ୍ଲିକ ସର୍ଭାଣ୍ଟ ନାମରେ ରାଜକୀୟ ଜୀବନଶୈଳୀ? କାହିଁକି ଜିଲ୍ଲାପାଳମାନେ ସରକାରୀ ତହବିଲକୁ ନିଜ ସଉକ ମେଣ୍ଟାଇବା ପାଇଁ ଉପଯୋଗ କରୁଛନ୍ତି? କାହିଁକି ଜଣେ ଆମ ଗରିବ ରାଜ୍ୟର ଅଧିକାରୀ ମାତ୍ର … Continue reading ପବ୍ଲିକ ସର୍ଭାଣ୍ଟ ନା ରାଜା? || Public servant or king?