Public darshan at the temple closed from 10 am tomorrow ।। ଆସନ୍ତାକାଲି ସକାଳ ୧୦ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ । ରତ୍ନ ଅଳଙ୍କାର ସବୁକୁ ମରାମତି ଓ ସଂରକ୍ଷଣ

ଆସନ୍ତାକାଲି ଅସ୍ଥାୟୀ ରତ୍ନଭଣ୍ଡାରରେ ରହିଥିବା ସମସ୍ତ ରତ୍ନ ଅଳଙ୍କାର ସବୁକୁ ମରାମତି ଓ ସଂରକ୍ଷଣ ହୋଇଥିବା ସ୍ଥାୟୀ ରତ୍ନଭଣ୍ଡାର ଗୃହକୁ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସ୍ଥାନାନ୍ତର କରାଯିବ। ଏ ନେଇ କାଲି ସକାଳ ୧୦ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ହେବା ସହ ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ଶୋଧ କରାଯିବ।ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ ବା ଖଟଶେଜ ଓ ଚାଙ୍ଗଡା ଘରୁ ରତ୍ନ ଅଳଙ୍କାର ଗୁଡ଼ିକ ସୁରକ୍ଷିତ ଭାବେ ମୁଖ୍ୟ ଭଣ୍ଡାର ଘରକୁ ସ୍ଥାନାନ୍ତର ଆସନ୍ତାକାଲି କରାଯିବ। ଏଥିପାଇଁ … Continue reading Public darshan at the temple closed from 10 am tomorrow ।। ଆସନ୍ତାକାଲି ସକାଳ ୧୦ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ । ରତ୍ନ ଅଳଙ୍କାର ସବୁକୁ ମରାମତି ଓ ସଂରକ୍ଷଣ