Pruthviraj showed his finger to the Chief Minister! II ମୁଖ୍ୟମନ୍ତ୍ରୀଙ୍କୁ ଆଙ୍ଗୁଳି ଦେଖାଇଲେ ପୃଥ୍ୱୀରାଜ!

ନିଜ ବିଭାଗର ବିଫଳତା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ। ସିଧା ସଳଖ ନ ହେଲେ ବି ଉତ୍ତରରେ ଯାହା ବି କହିଛନ୍ତି ତାହା ମୁଖ୍ୟମନ୍ତ୍ରୀଙ୍କ ବିଭାଗର ତ୍ରୁଟିକୁ ଜଳଜଳ ଆଗକୁ ଆଣୁଛି। ଏହା ପୁଣି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ପାଓ୍ୱାରଫୁଲ୍‍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା ହୋଇଛି। କିଛଦିନ ତଳେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ପୃଥ୍ୱୀରାଜ ଚର୍ଚ୍ଚାରେ ଥିଲେ। ଆଉ ବିଧାନସଭାରେ ସେ ଦେଇଥିବା ଏକ ଉତ୍ତର ଏହି ତୁତୁ-ମେଁମେଁକୁ ଅଧିକ ସଂଗଠିତ କରିଥିବା ନେଇ … Continue reading Pruthviraj showed his finger to the Chief Minister! II ମୁଖ୍ୟମନ୍ତ୍ରୀଙ୍କୁ ଆଙ୍ଗୁଳି ଦେଖାଇଲେ ପୃଥ୍ୱୀରାଜ!