Protracted stand-off T.N. Seshan and Lalu prasad Yadav conflict ।। ଯେତେବେଳେ ଲାଲୁ ଯାଦବ ଓ ନିର୍ବାଚନ କମିଶନଙ୍କ ବିବାଦ ଚରମ ସୀମାରେ ପହଞ୍ଚିଥିଲା…, ଗଙ୍ଗାରେ ଫିଙ୍ଗି ଦେବି କହିଲେ ଲାଲୁ

‘ଏ ଶେଷନ୍ ନିର୍ବାଚନ ପରିଚାଳନା କରୁଛନ୍ତି ନା କୁମ୍ଭ? ସେ ପାଗଳ ଷଣ୍ଢ ପରି ବ୍ୟବହାର କରୁଛନ୍ତି। ସେ ଜାଣନ୍ତି ନାହିଁ ଯେ ଆମେ ତାଙ୍କୁ ରଶିରେ ବାନ୍ଧି ଗୁହାଳରେ ବନ୍ଦ କରିପାରିବୁ … ଆମେ ଏହି ଶେଷନକୁ ମଇଁଷି ଉପରେ ବସାଇ ଗଙ୍ଗାରେ ଫିଙ୍ଗି ଦେବୁ।’ ଏଗୁଡ଼ିକ ଲାଲୁ ଯାଦବଙ୍କ କଥା। ସମୟ ୧୯୯୫ର ଏବଂ ରାଜ୍ୟର ନାମ ବିହାର… କିନ୍ତୁ ଏହା କୌଣସି ଯାତ୍ରା ବା ସିନେମା ସଂଳାପ ନୁହେଁ। ଏହା ବିହାରର ଏକ … Continue reading Protracted stand-off T.N. Seshan and Lalu prasad Yadav conflict ।। ଯେତେବେଳେ ଲାଲୁ ଯାଦବ ଓ ନିର୍ବାଚନ କମିଶନଙ୍କ ବିବାଦ ଚରମ ସୀମାରେ ପହଞ୍ଚିଥିଲା…, ଗଙ୍ଗାରେ ଫିଙ୍ଗି ଦେବି କହିଲେ ଲାଲୁ