Protests Against Pakistan Army In Rawlakot, Pok Raise Slogans Against Asim Munir ।। ଅସୀମ ମୁନିର ୟୁନିଫର୍ମ ପିନ୍ଧା କୁକୁର…!

ପିଓକେରେ ପାକିସ୍ତାନ ବିରୋଧରେ ଆନ୍ଦୋଳନ ହେଲାଣି ଜୋରଦାର। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ପୁଣି ଥରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ବୁଧବାର ଦିନ ପିଓକେର ରାୱଲକୋଟରେ ବହୁ ସଂଖ୍ୟକ ଲୋକ ରାସ୍ତାକୁ ଓହ୍ଲାଇଥିଲେ। ଏହି ପ୍ରତିବାଦ ପାକିସ୍ତାନ ସେନା ବିରୋଧରେ କରାଯାଉଛି। ରାସ୍ତାକୁ ଓହ୍ଲାଇଥିବା ପ୍ରଦର୍ଶନକାରୀମାନେ ଆମେରିକାର ଇଙ୍ଗିତରେ କାମ ପରିଚାଳିତ ହେଉଥିବା ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଘେରିଛନ୍ତି। ପ୍ରତିବାଦକାରୀମାନେ କହିଛନ୍ତି ଯେ କାଶ୍ମୀରବାସୀଙ୍କ ମାନବାଧିକାରକୁ କ୍ଷୁର୍ଣ୍ଣ କରାଯାଉଛି। ପାକିସ୍ତାନର ସ୍ୱାଧୀନତା ଦିବସ … Continue reading Protests Against Pakistan Army In Rawlakot, Pok Raise Slogans Against Asim Munir ।। ଅସୀମ ମୁନିର ୟୁନିଫର୍ମ ପିନ୍ଧା କୁକୁର…!