ପ୍ରତିଶୃତି ନା ପ୍ରତାରଣା? — ଚାଷୀଙ୍କ କାନ୍ଦଣା ଓ ବିଧାନସଭାର ହଙ୍ଗାମା || Promise or deception? — Farmers’ cries and Assembly uproar

ରାଜ୍ୟର ରାଜନୀତି ଆଜି ପୁଣିଥରେ ଚାଷୀଙ୍କ ପ୍ରସଙ୍ଗକୁ କେନ୍ଦ୍ର କରି ତେଜ ହୋଇଉଠିଛି । ସରକାରୀ ଦାବି ଓ ଭୂମିସ୍ତରର ଯଥାର୍ଥତା ମଧ୍ୟରେ ଥିବା ତାରତମ୍ୟକୁ ନେଇ ଚର୍ଚ୍ଚା ଏବେ ପ୍ରତ୍ୟେକ ଚକ୍, ପ୍ରତ୍ୟେକ ଗାଁ, ପ୍ରତ୍ୟେକ ମଣ୍ଡିରେ ଶୁଣିବାକୁ ମିଳୁଛି । ସରକାର ନିଜକୁ ଚାଷୀଙ୍କ ସରକାର ବୋଲି ଦାବି କରୁଥିଲା, ସେଇ ସରକାର ଉପରେ ଆଜି ଚାଷୀ ବିରୋଧୀ ନୀତି ଗ୍ରହଣ କରିବାର ଅଭିଯୋଗ ଉଠୁଛି। ପ୍ରଶ୍ନ — ଏହା କି ସତରେ ପ୍ରତିଶୃତିର … Continue reading ପ୍ରତିଶୃତି ନା ପ୍ରତାରଣା? — ଚାଷୀଙ୍କ କାନ୍ଦଣା ଓ ବିଧାନସଭାର ହଙ୍ଗାମା || Promise or deception? — Farmers’ cries and Assembly uproar