‘ପ୍ରୋଜେକ୍ଟ କାଳୀ’ ବିନା ଗୁଳିରେ ଶତ୍ରୁ ହେବ ଛାରଖାର! || ‘Project Kali’, enemies will destroyed without a bullet!

ଆପଣ ଯୁଦ୍ଧର ଅନେକ କାହାଣୀ ଶୁଣିଥିବେ, ଯେଉଁଠି ବଡ଼ ବଡ଼ ତୋପ, ମିସାଇଲ ଏବଂ ଗୁଳିଗୋଳାର ବ୍ୟବହାର କରାଯାଏ। କିନ୍ତୁ କଣ ଆପଣ କେବେ ଭାବିଛନ୍ତି, ବିନା କୌଣସି ଗୁଳି ବାରୁଦରେ, ବିନା କୌଣସି ଶବ୍ଦରେ ଶତ୍ରୁର ଶକ୍ତିଶାଳୀ ଫାଇଟର ଜେଟ୍, ଡ୍ରୋନ୍ କିମ୍ବା ଆଣବିକ ମିସାଇଲକୁ ଆକାଶରେ ହିଁ ଜଳାଇ ପାଉଁଶ କରିଦିଆଯାଇ ପାରିବ? ଏହା କୌଣସି ହଲିଉଡ ବିଜ୍ଞାନ ଆଧାରିତ ସିନେମାର କାହାଣୀ ନୁହେଁ, ବରଂ ଏହା ହେଉଛି ଭାରତର ସବୁଠାରୁ ଗୁପ୍ତ ଏବଂ … Continue reading ‘ପ୍ରୋଜେକ୍ଟ କାଳୀ’ ବିନା ଗୁଳିରେ ଶତ୍ରୁ ହେବ ଛାରଖାର! || ‘Project Kali’, enemies will destroyed without a bullet!