Priyanka Gandhi’s formula in Uttar Pradesh II ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀଙ୍କ ଫର୍ମୁଲା: କଂଗ୍ରେସର ପୁନରୁତ୍ଥାନ ଆଶା ନା ଆଉ ଏକ ନିର୍ବାଚନୀ ବିଫଳତାର ଟ୍ରେଲର୍?

ଉତ୍ତରପ୍ରଦେଶ— ଦେଶର ସବୁଠାରୁ ବଡ଼ ରାଜ୍ୟ, ସବୁଠାରୁ ପ୍ରଭାବଶାଳୀ ରାଜ୍ୟ ଏବଂ ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଲାବୋରେଟୋରି। ଆଉ ମାତ୍ର କିଛି ମାସ ପରେ, ଅର୍ଥାତ୍ ୨୦୨୭ ମସିହାର ପ୍ରଥମ ଭାଗରେ ଏହି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ନିର୍ବାଚନର ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା ହେବା ପୂର୍ବରୁ, ଏବେଠାରୁ ୟୁପିର ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି। ସମସ୍ତଙ୍କ ନଜର ଏବେ ସେହି ଗୋଟିଏ ରାଜ୍ୟ ଉପରେ, ଆଉ ସେହି ରାଜ୍ୟର ରାଜନୈତିକ … Continue reading Priyanka Gandhi’s formula in Uttar Pradesh II ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀଙ୍କ ଫର୍ମୁଲା: କଂଗ୍ରେସର ପୁନରୁତ୍ଥାନ ଆଶା ନା ଆଉ ଏକ ନିର୍ବାଚନୀ ବିଫଳତାର ଟ୍ରେଲର୍?