Priyanka Gandhi Slams Odisha Govt Over Gopalpur Gangrape।। ଗୋପାଳପୁର ଗଣଦୁଷ୍କର୍ମ ଘଟଣା ନେଇ ମୋହନଙ୍କୁ ଧୋଇଦେଲେ ପ୍ରିୟଙ୍କା

ମୋହନ ସରକାରଙ୍କୁ ଗାଳିଦେଲେ କଂଗ୍ରେସ ମହାସଚିବ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ। ରାଜ୍ୟରୁ ଯାଇ ଦିଲ୍ଲୀରେ ପହଞ୍ଚିଛି ଲାଣି ମହିଳାଙ୍କ ଉପରେ ଅତ୍ୟାଚାର ଘଟଣା । ଗୋପାଳପୁର ବେଳାଭୂମିରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ନେଇ ମୋହନଙ୍କ ଉପରେ ବର୍ଷିଛନ୍ତି ପ୍ରିୟଙ୍କା। ବୁଧବାର Xରେ ପୋଷ୍ଟ କରି ରାଜ୍ୟ ବିଜେପି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରିୟଙ୍କା । ସରକାରଙ୍କ ଅପାରଗତା ପାଇଁ ରାଜ୍ୟରେ ପ୍ରତିଦିନ ମହିଳାଙ୍କ ପ୍ରତି ହିଂସା ବୃଦ୍ଧି ପାଉଛି ବୋଲି … Continue reading Priyanka Gandhi Slams Odisha Govt Over Gopalpur Gangrape।। ଗୋପାଳପୁର ଗଣଦୁଷ୍କର୍ମ ଘଟଣା ନେଇ ମୋହନଙ୍କୁ ଧୋଇଦେଲେ ପ୍ରିୟଙ୍କା