ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ: ବ୍ୟକ୍ତିଗତ ସୌଜନ୍ୟ ନା ରାଜନୈତିକ ସମୀକରଣର ନୂଆ ମୋଡ଼? || Priyanka Chaturvedi meets PM: Personal courtesy or a new twist in the political equation?

ଭାରତୀୟ ରାଜନୀତିରେ କୁହାଯାଏ ଯେ ଏଠାରେ କିଛି ବି ଅସମ୍ଭବ ନୁହେଁ। ଯେତେବେଳେ ଜଣେ ଟାଣୁଆ ବିରୋଧୀ ନେତ୍ରୀ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତି ଏବଂ ସାକ୍ଷାତକାରର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଶଂସାରେ ଶତମୁଖ ହୁଅନ୍ତି, ସେତେବେଳେ ରାଜନୈତିକ କରିଡରରେ ହଲଚଲ ସୃଷ୍ଟି ହେବା ସ୍ୱାଭାବିକ। ଶିବସେନା (ଉଦ୍ଧବ ଗୋଷ୍ଠୀ)ର ପ୍ରଭାବଶାଳୀ ନେତ୍ରୀ ତଥା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ୍‍କାର ଏବେ ଦେଶର ରାଜନୈତିକ ବାତାବରଣକୁ ଉଷ୍ମ କରିଦେଇଛି। ୫ … Continue reading ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ: ବ୍ୟକ୍ତିଗତ ସୌଜନ୍ୟ ନା ରାଜନୈତିକ ସମୀକରଣର ନୂଆ ମୋଡ଼? || Priyanka Chaturvedi meets PM: Personal courtesy or a new twist in the political equation?