ମୋହନଙ୍କୁ ନେତା ମାନୁନାହାନ୍ତି ପୃଥ୍ୱୀରାଜ ହରିଚନ୍ଦନ ! Prithviraj Harichandan does not consider Mohan as a leader!

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବେ ଆଉ କାଳେ ମୁଖ୍ୟମନ୍ତ୍ରୀଙ୍କ କଣ୍ଟ୍ରୋଲରେ ନାହାନ୍ତି। ଇସ୍ତଫା ଦେବା କଥା କହିଲେ ଚିଡ଼ି ଯାଇଉଛନ୍ତି ଆଇନ ମନ୍ତ୍ରୀ। ନିଜର ଅଦୃଶ୍ୟ ଗୁରୁଙ୍କ ଆଦେଶରେ ମୋହନଙ୍କୁ ଅକଳରେ ପକାଇବାକୁ ସବୁ ପ୍ରକାର ଯୋଜନା କରିଛନ୍ତି ମନ୍ତ୍ରୀ ମହାଶୟ। ରାଜ୍ୟରେ ଆଇନ ମନ୍ତ୍ରୀ ଆଉ ମୋହନଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ମହାପ୍ରଭୁଙ୍କ ରଥଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ପାଇଁ ହରଡଘଣାରେ ଏବେ ମୋହନ ସରକାର। ସେ ପାସ୍‍ ବାଣ୍ଟିବା କଥା ହେଉ କି ରଥଟଣା … Continue reading ମୋହନଙ୍କୁ ନେତା ମାନୁନାହାନ୍ତି ପୃଥ୍ୱୀରାଜ ହରିଚନ୍ଦନ ! Prithviraj Harichandan does not consider Mohan as a leader!