Prime minister Narendra Modi visits China for SCO meeting after 7 years ।। ୭ ବର୍ଷ ପରେ ଚୀନରେ ପହଞ୍ଚିଲେ ମୋଦୀ

ସାଂଘାଇ ସହଯୋଗ ସଂଗଠନ (SCO)ର ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଶିଖର ସମ୍ମିଳନୀ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ତିଆନଜିନରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଜାପାନ ଗସ୍ତ ପରେ ଚୀନର ତିଆନଜିନରେ ପହଞ୍ଚିଛନ୍ତି। ସେ ରବିବାର ତିଆନଜିନ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଚୀନରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପୋଷ୍ଟ ଏକ୍ସରେ ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି … Continue reading Prime minister Narendra Modi visits China for SCO meeting after 7 years ।। ୭ ବର୍ଷ ପରେ ଚୀନରେ ପହଞ୍ଚିଲେ ମୋଦୀ