ପ୍ରବାସୀ ଭାରତୀୟ ଦିବସ ସମାରୋହରେ ଓଡ଼ିଶାର ଐତିହ୍ୟକୁ ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭୁବନେଶ୍ୱରରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦ ଘାଟନ କରି କହିଛନ୍ତି ଯେ ବିଶ୍ୱ ଏବେ ଭାରତର କଥା ଶୁଣୁଛି, ଯିଏ କି ସମସ୍ତଙ୍କୁ କହୁଛି ଯେ ଭବିଷ୍ୟତ ଯୁଦ୍ଧରେ ନୁହେଁ ବରଂ ବୁଦ୍ଧ (ଶାନ୍ତି)ରେ ରହିଛି। ପ୍ରଥମଥର ପାଇଁ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଏହି ମେଗା ଇଭେଣ୍ଟକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ ନିଜର ଐତିହ୍ୟ ଯୋଗୁଁ ଭାରତ ଅନ୍ତର୍ଜାତୀୟ ସମୁଦାୟକୁ କହିବାରେ ସକ୍ଷମ … Continue reading ପ୍ରବାସୀ ଭାରତୀୟ ଦିବସ ସମାରୋହରେ ଓଡ଼ିଶାର ଐତିହ୍ୟକୁ ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ