ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ମାଝୀଙ୍କୁ ତୃଣମୂଳ ସ୍ତରର ନେତା ଭାବେ ବର୍ଣ୍ଣନା କରି ମୋଦୀ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟରେ କହିଛନ୍ତି ଯେ ଜନସେବା ଓ ଗରିବଙ୍କୁ ସଶକ୍ତ କରିବାରେ ମୁଖ୍ୟମନ୍ତ୍ରୀ ଅଗ୍ରଣୀ ରହିଛନ୍ତି। ଓଡ଼ିଶାର ପ୍ରଗତି ପାଇଁ ସେ ଉଲ୍ଲେଖନୀୟ ପ୍ରୟାସ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଓଡ଼ିଶାର ପରିଶ୍ରମୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ଜନ୍ମଦିନଅବସରରେ ଶୁଭେଚ୍ଛା। ତୃଣମୂଳ ସ୍ତରର ନେତା ଭାବେ … Continue reading ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
Copy and paste this URL into your WordPress site to embed
Copy and paste this code into your site to embed