ଭାନ୍ସଙ୍କ ପିଲାଙ୍କୁ ମୟୁର ଚୁଳ କାହିଁକି ଦେଲେ ମୋଦି ?

Modi: ଭାରତରେ ସୋମବାର ପହଂଚିଛନ୍ତି ଆମେରିକା ଉପ ରାଷ୍ଟ୍ରପତି ଜେ ଡି ଭାନ୍ସ । ସାଙ୍ଗରେ ଅଛନ୍ତି ପୁରା ପରିବାର । ପତ୍ନୀ ଉଷା ଓ ତିନି ସନ୍ତାନ । ଭାନ୍ସଙ୍କ ସନ୍ତାନଙ୍କ ଭାରତୀୟ ପୋଷାକରେ ଚିତ୍ରକୁ ଦେଖୁଛି ପୁରା ଦେଶ ଦିଲ୍ଲୀ ସ୍ଥିତ ଅକ୍ଷରଧାମ ମନ୍ଦିରକୁ ଯାଇ ଭାନ୍ସ ପରିବାର ଭାରତୀୟଙ୍କ ହୃଦୟ ଜିତିଛନ୍ତି । ଏହାରି ଭିତରେ ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହି … Continue reading ଭାନ୍ସଙ୍କ ପିଲାଙ୍କୁ ମୟୁର ଚୁଳ କାହିଁକି ଦେଲେ ମୋଦି ?