Prime accused in Bhubaneswar blast case dies || ଭୁବନେଶ୍ୱର ବିସ୍ଫୋରଣ ମାମଲାରେ ପ୍ରାଣହାରଇଲେ ମୁଖ୍ୟଅଭିଯୁକ୍ତ

ଭୁବନେଶ୍ୱରର ଏୟାରଫିଲ୍ଡ ପୋଲିସ ସୀମା ଅନ୍ତର୍ଗତ ଆଜାଦ ନଗରରେ ପୂର୍ବରୁ ହୋଇଥିବା ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଜଣେ ଯୁବକଙ୍କ ବୁଧବାର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ଶାହନୱାଜ ମଲିକ, ଯିଏ ବିସ୍ଫୋରଣରେ ଗୁରୁତର ଆହତ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସୂଚନା ଅନୁଯାୟୀ, ବିସ୍ଫୋରଣରେ ଶାହନୱାଜ ମଲିକଙ୍କ ସମେତ ମୋଟ ଚାରି ଜଣ ଆହତ ହୋଇଥିଲେ। ଗୁରୁତର ଆହତ ହୋଇଥିବା ମଲିକ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଛନ୍ତି, ଯେତେବେଳେ କି … Continue reading Prime accused in Bhubaneswar blast case dies || ଭୁବନେଶ୍ୱର ବିସ୍ଫୋରଣ ମାମଲାରେ ପ୍ରାଣହାରଇଲେ ମୁଖ୍ୟଅଭିଯୁକ୍ତ