PresidentVisit ।। ଆସନ୍ତାକାଲି ମା’ ବିରଜାଙ୍କ ଦର୍ଶନ କରିବେ ରାଷ୍ଟ୍ରପତି

ଆସନ୍ତାକାଲି ଓଡ଼ିଶାର ଯାଜପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁ। ରାଷ୍ଟ୍ରପତି ଯାଜପୁରରେ ପହଞ୍ଚିବା ପରେ ପ୍ରସିଦ୍ଧ ମା ବିରଜାଙ୍କ ମନ୍ଦିରରେ ଦର୍ଶନ କରିବା ସହ ପିଣ୍ଡଦାନ କାର୍ଯ୍ୟକ୍ରମରେ ସାମିଲ ହେବାର ସୂଚି ରହିଛି। ଏହି ଗସ୍ତକୁ ନେଇ ଯାଜପୁରରେ ସୁରକ୍ଷା ଓ ପ୍ରଶାସନିକ ସ୍ତରରେ ଭାରି ପ୍ରସ୍ତୁତି ଚାଲିଥିବାବେଳେ, ରାଷ୍ଟ୍ରପତିଙ୍କ ଆଗମନ ପୂର୍ବରୁ ଏକ ଅପ୍ରତ୍ୟାଶିତ ବିବାଦ ଦେଖାଦେଇଛି। ମା ବିରଜାଙ୍କ ମନ୍ଦିରର ସେବାୟତମାନେ ଓ ଯାଜପୁର ଜିଲ୍ଲା ପ୍ରଶାସନ ମଧ୍ୟରେ … Continue reading PresidentVisit ।। ଆସନ୍ତାକାଲି ମା’ ବିରଜାଙ୍କ ଦର୍ଶନ କରିବେ ରାଷ୍ଟ୍ରପତି