ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ! || President’s rule in West Bengal!

ଓଡ଼ିଶାରେ ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୈତିକ ପାରଦ ଉପରମୁହାଁ ଥିବାବେଳେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆସୁଥିବା ଖବର ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ଦିନକୁ ଦିନ ବିଗୁଡ଼ୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ସାମ୍ବିଧାନିକ ଅନୁଷ୍ଠାନ ସହ ରାଜ୍ୟ ସରକାରଙ୍କ ବଢ଼ୁଥିବା ସଂଘର୍ଷ, ପଶ୍ଚିମବଙ୍ଗକୁ ଏକ ବଡ଼ ରାଜନୈତିକ ଭୂକମ୍ପ ଆଡ଼କୁ ଟାଣି ନେଉଛି। ରାଜନୈତିକ କରିଡରରେ ଏବେ ଗୋଟିଏ ପ୍ରଶ୍ନ – ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ୩୫୬ ଧାରା ବା … Continue reading ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ! || President’s rule in West Bengal!