ରାଷ୍ଟ୍ରପତିଙ୍କ ଜାନୁଆରୀ ୨୬ ଭାଷଣ: ବିର୍ସା ମୁଣ୍ଡା, ଭାରତୀୟ ଆଇନ ବ୍ୟବସ୍ଥା ଓ ଇସ୍ରୋ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୬ତମ ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ ପାଇଁ ଅଭିନନନ୍ଦନ ଜଣାଇ ସେ କହିଛନ୍ତି ଯେ, ଆଗାମୀ ଦିନରେ ଅର୍ଥନୈତିକ ସଂସ୍କାର ସମର୍ଥିତ ବିକାଶ କାର୍ୟ୍ୟ ଜାରି ରହିବ। ଦେଶର ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷର ସମୟକୁ ଦେଶ ପାଇଁ ଆତ୍ମ ସମୀକ୍ଷାର ସମୟ ବୋଲି ମଧ୍ୟ କହିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ବିଶ୍ୱର ସର୍ବପ୍ରାଚୀନ ସଭ୍ୟତା ମଧ୍ୟରୁ ଗୋଟିଏ ଭାରତକୁ … Continue reading ରାଷ୍ଟ୍ରପତିଙ୍କ ଜାନୁଆରୀ ୨୬ ଭାଷଣ: ବିର୍ସା ମୁଣ୍ଡା, ଭାରତୀୟ ଆଇନ ବ୍ୟବସ୍ଥା ଓ ଇସ୍ରୋ
Copy and paste this URL into your WordPress site to embed
Copy and paste this code into your site to embed