President releases Constitution in 9 new languages || ୯ଟି ନୂଆ ଭାଷାରେ ସମ୍ବିଧାନ ଉନ୍ମୋଚନ କଲେ ରାଷ୍ଟ୍ରପତି
ଦେଶ ଆଜି ସମ୍ବିଧାନ ଦିବସ ପାଳନ କରୁଛି। ଏହି ଅବସରରେ ସଂସଦର କେନ୍ଦ୍ରୀୟ ହଲରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଏହି ସମାରୋହରେ ଅଧ୍ୟକ୍ଷତା କରୁଛନ୍ତି। ସମ୍ବିଧାନ ନଅଟି ନୂତନ ଭାଷାରେ ଉନ୍ମୋଚିତ ହେବ। ସଂସ୍କୃତି ମନ୍ତ୍ରଣାଳୟର ସ୍ମାରକୀ “ଭାରତୀୟ ସମ୍ବିଧାନରୁ କଳା ଏବଂ ସୁଲେଖ”ର ହିନ୍ଦୀ ସଂସ୍କରଣ ମଧ୍ୟ ଉନ୍ମୋଚିତ ହେବ। ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଲୋକସଭାର ବାଚସ୍ପତି, କେନ୍ଦ୍ର ମନ୍ତ୍ରୀ ଏବଂ ସଂସଦର ଉଭୟ ଗୃହର ସାଂସଦମାନେ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ବାଚସ୍ପତି ଏବଂ … Continue reading President releases Constitution in 9 new languages || ୯ଟି ନୂଆ ଭାଷାରେ ସମ୍ବିଧାନ ଉନ୍ମୋଚନ କଲେ ରାଷ୍ଟ୍ରପତି
Copy and paste this URL into your WordPress site to embed
Copy and paste this code into your site to embed