ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୂର୍ବତନ ଏଡିସି (Aide-de-Camp) ତଥା ଭାରତୀୟ ସେନାର ପୂର୍ବତନ ଅଧିକାରୀ ମେଜର ଋଷଭ ସିଂହ ସାମ୍ବ୍ୟାଲ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେନାରୁ ସମୟପୂର୍ବ ଅବସର ନେବା ପରେ ଏବେ ସେ ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏସନ୍ ଜଗତରେ ପାଦ ଥାପିଛନ୍ତି ଏବଂ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନ୍ସଟାଗ୍ରାମ୍ରେ ଏକ ‘ପେଡ୍ ସବ୍ସ୍କ୍ରିପସନ୍ ମଡେଲ୍’ ଆରମ୍ଭ କରିଛନ୍ତି। ନିଜର ଏକ୍ସକ୍ଲୁସିଭ୍ ପୋଷ୍ଟ, ଭିଡିଓ ଏବଂ କ୍ୟାରିୟର୍ ଗାଇଡାନ୍ସ ପାଇଁ ସେ … Continue reading ଇନ୍ସଟାଗ୍ରାମ୍ରୁ ଲକ୍ଷ ଲକ୍ଷ ରୋଜଗାର କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୂର୍ବତନ ଏଡିସି ମେଜର ଋଷଭ ସିଂହ ସାମ୍ବ୍ୟାଲ; କିନ୍ତୁ କେମିତି ? || President Droupadi Murmu’s former ADC, Major Rishabh Singh Sambyal, is set to earn lakhs from Instagram; but how?
Copy and paste this URL into your WordPress site to embed
Copy and paste this code into your site to embed