President Draupadi Murmu in Jajpur ।। ଯାଜପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ନାଭିଗୟାରେ କରିବେ ପିଣ୍ଡଦାନ

ଓଡ଼ିଶାର ପବିତ୍ର ଶକ୍ତିପୀଠ ଯାଜପୁର ବିରଜା ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗମନ ଯାଜପୁର ସହର ପାଇଁ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ସାମ୍ୱିଧାନିକ ପଦଧାରୀ ଯାଜପୁର ଗସ୍ତରେ ଆସିଥିବାରୁ ସହର ସମ୍ପୂର୍ଣ୍ଣ ଭାବେ ଉତ୍ସବମୁଖର ହୋଇଉଠିଛି । ଫୁଲ, ଆଲୋକମାଳା ଓ ବର୍ଣ୍ଣିଳ ସଜାରେ ଯାଜପୁର ସହର ଝଲସିଉଠିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମେ ମାଆ ବିରଜାଙ୍କ ମନ୍ଦିରରେ ପହଞ୍ଚି ମାଆଙ୍କ ଦର୍ଶନ ଓ … Continue reading President Draupadi Murmu in Jajpur ।। ଯାଜପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ନାଭିଗୟାରେ କରିବେ ପିଣ୍ଡଦାନ