President Draupadi Murmu flies in Rafale fighter jet ।। ରାଫେଲ ଲଢ଼ୁଆ ବିମାନରେ ଉଡ଼ାଣ ଭରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅମ୍ବାଲା ବାୟୁସେନା ଷ୍ଟେସନ୍‌ରୁ ଏକ ରାଫେଲ ଲଢ଼ୁଆ ବିମାନରେ ଉଡ଼ାଣ ଭରିଛନ୍ତି । ଭାରତୀୟ ବାୟୁସେନା ମୁଖ୍ୟ ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ୍‌ ସିଂହ ନିଜେ ରାଫେଲ ବିମାନ ଉଡ଼ାଇଥିବା ବେଳେ ଏଥିରେ ରାଷ୍ଟ୍ରପତି ବସି ଉଡାଣର ମଜା ନେଇଥିଲେ । ତେବେ ଆଜି ସକାଳୁ ରାଫେଲ ଯୁଦ୍ଧ ବିମାନ ଉଡ଼ାଇବା ପାଇଁ ଅମ୍ବାଲା ବାୟୁସେନା ଷ୍ଟେସନରେ ପହଞ୍ଚିଥିଲେ ମହାମହିମ। ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଭାରତୀୟ ବାୟୁସେନା ମୁଖ୍ୟ … Continue reading President Draupadi Murmu flies in Rafale fighter jet ।। ରାଫେଲ ଲଢ଼ୁଆ ବିମାନରେ ଉଡ଼ାଣ ଭରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ