ମୋହନଙ୍କ ପାଇଁ ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ || President and Prime Minister are coming for Mohan

ଓଡ଼ିଶା ପାଇଁ ଏବଂ ବିଶେଷ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପାଇଁ ଆସନ୍ତା ଜୁନ୍ ୨୦ ତାରିଖ ଏକ ଐତିହାସିକ ଦିନ ସାବ୍ୟସ୍ତ ହେବାକୁ ଯାଉଛି। ଓଡ଼ିଶାରେ ବିଜେପି ସରକାରର ସଫଳ ୨ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟରେ ଏଭଳି ଏକ ମେଗା କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି, ଯାହା ପୂରା ଦେଶର ଧ୍ୟାନ ଓଡ଼ିଶା ଆଡ଼କୁ ଆକର୍ଷିତ କରିବ। ସବୁଠାରୁ ବଡ଼ ଖବର ହେଉଛି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନୁରୋଧ କ୍ରମେ ଆସନ୍ତା … Continue reading ମୋହନଙ୍କ ପାଇଁ ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ || President and Prime Minister are coming for Mohan