ଏହି ହିଟ୍ ବିଜ୍ଞାପନରୁ ଡିମ୍ପଲ୍ ଗର୍ଲ ପ୍ରୀତି ଜିନ୍ତାଙ୍କ ହୋଇଥିଲା ଫିଲ୍ମ କ୍ୟାରିୟରର ଆରମ୍ଭ…

Preity Zinta: ବଲିଉଡ୍ ର ଡିମ୍ପଲ୍ ଗର୍ଲ ପ୍ରୀତି ଜିନ୍ତା ଆଜି ନିଜର ୫୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ସ୍ୱତନ୍ତ୍ର ଦିନରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ଅଭିନନ୍ଦନ ଏବଂ ଭଲପାଇବା ଦେଉଛନ୍ତି । ଯଦିଓ ପ୍ରୀତି ଜିଣ୍ଟା ବର୍ଷ ବର୍ଷ ଧରି କୌଣସି ଫିଲ୍ମ କରିନାହାଁନ୍ତି, ତଥାପି ତାଙ୍କର ଫ୍ୟାନ ଫଲୋଇଂ କମିନାହିଁ । ନିଜର ହସ ଓ ଚମତ୍କାର ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଥିବା ପ୍ରୀତି ‘ସଂଘର୍ଷ’ (୧୯୯୯), ‘ଦିଲ୍ ଚାହାତା … Continue reading ଏହି ହିଟ୍ ବିଜ୍ଞାପନରୁ ଡିମ୍ପଲ୍ ଗର୍ଲ ପ୍ରୀତି ଜିନ୍ତାଙ୍କ ହୋଇଥିଲା ଫିଲ୍ମ କ୍ୟାରିୟରର ଆରମ୍ଭ…