ପ୍ରେଗା ନ୍ୟୁଜର ପ୍ରତିଷ୍ଠାତା ଅନୁଷ୍କା ଶର୍ମାଙ୍କ ପ୍ରଶଂସା କରିଥିବା ବେଳେ ଦୀପିକା ପାଦୁକୋନଙ୍କ ବିଷୟରେ କହିଲେ ଏହି କଥା!

Anushka Sharma: ଅନୁଷ୍କା ଶର୍ମାଙ୍କ ଠାରୁ ଆରମ୍ଭ କରି ଆଲିଆ ଭଟ୍ଟ ପର୍ଯ୍ୟନ୍ତ ବଲିଉଡ଼ର ଅନେକ ଅଭିନେତ୍ରୀ ମା’ ହୋଇଛନ୍ତି । ଏହି ସମୟରେ ସେମାନଙ୍କୁ ବିଭିନ୍ନ ବ୍ରାଣ୍ଡପାଇଁ ଅନେକ ବିଜ୍ଞାପନ ମଧ୍ୟ ମିଳିଥାଏ । ଏହି ପରିପ୍ରେକ୍ଷୀରେ ଏକ ଗଣମାଧ୍ୟମ ପୋଡକାଷ୍ଟରେ ମ୍ୟାନକାଇଣ୍ଡ ଫାର୍ମାର ପରିଚାଳନା ନିର୍ଦ୍ଦେଶକ ତଥା ସହ ପ୍ରତିଷ୍ଠାତା ରାଜୀବ ଜୁନେଜା ପ୍ରେଗା ନ୍ୟୁଜର ଚେହେରା ଏବଂ ପୁରୁଣା ଚେହେରାଙ୍କ ସହ କାମ କରିବାର ଅନୁଭୂତି ବାଣ୍ଟିଥିଲେ। ରାଜୀବ ଜୁନେଜା କହିଛନ୍ତି ଯେ, ବର୍ତ୍ତମାନ … Continue reading ପ୍ରେଗା ନ୍ୟୁଜର ପ୍ରତିଷ୍ଠାତା ଅନୁଷ୍କା ଶର୍ମାଙ୍କ ପ୍ରଶଂସା କରିଥିବା ବେଳେ ଦୀପିକା ପାଦୁକୋନଙ୍କ ବିଷୟରେ କହିଲେ ଏହି କଥା!