ବିବାହ ବିଚ୍ଛେଦ ହାର କମେଇବା ପାଇଁ ପ୍ରତିଷ୍ଠା ହେବ ପ୍ରାକ୍ -ବିବାହ ପରାମର୍ଶ କେନ୍ଦ୍ର

Women Development: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ବିଜୟା ରାହତକାର ରାଜ୍ୟରେ ମହିଳାମାନଙ୍କ ବିକାଶ ଓ ମହିଳାମାନଙ୍କ ଦ୍ଵାରା ବିକାଶକୁ ହାସଲ କରିବା ନିମନ୍ତେ ମହିଳାମାନେ ନିଜ ନ୍ୟାୟିକ ଅଧିକାର ପ୍ରତି ସଚେତନ ହେବା ନିହାତି ଆବଶ୍ୟକ ବୋଲି ମଙ୍ଗଳବାର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଥିବା ଓଡ଼ିଶା ରାଜ୍ୟ ମହିଳା ଆୟୋଗରେ ୩୨ତମ ପ୍ରତିଷ୍ଠା ଦିବସ ଯୋଗ ଦେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦୃଢ ମତ ରଖିଛନ୍ତି । ଆଜିର ମହିଳା … Continue reading ବିବାହ ବିଚ୍ଛେଦ ହାର କମେଇବା ପାଇଁ ପ୍ରତିଷ୍ଠା ହେବ ପ୍ରାକ୍ -ବିବାହ ପରାମର୍ଶ କେନ୍ଦ୍ର