ଆଜି ମହାକୁମ୍ଭରେ ୭୩ଟି ଦେଶର କୂଟନୀତିଜ୍ଞଙ୍କ ସମେତ ୧୧୬ ଜଣ ଅତିଥି ବୁଡ଼ ପକାଇ ଗାଧୋଇ ଜାତୀୟ ପତାକା ଉତ୍ତୋଳନ କରିବେ

Mahakumbh 2025: ମହାକୁମ୍ଭ ୨୦୨୫ରେ ଆଜି ୭୩ଟି ଦେଶର କୂଟନୀତିଜ୍ଞ ଏବଂ ୧୧୬ ଜଣ ବିଶିଷ୍ଟ ବିଦେଶୀ ଅତିଥିଙ୍କୁ ତୀର୍ଥନଗରୀ ପ୍ରୟାଗରାଜରେ ସ୍ୱାଗତ କରାଯିବ । ପ୍ରଥମେ ଅରାଇଲ ସ୍ଥିତ ତ୍ରିବେଣୀ କମ୍ପ୍ଲେକ୍ସରେ ଥିବା ଅସ୍ଥାୟୀ ସର୍କିଟ୍ ହାଉସରେ ପହଞ୍ଚିବେ। ଏହାପରେ ସେମାନେ ସଙ୍ଗମସ୍ଥଳରେ ଗାଧୋଇବେ। ଏହାବ୍ୟତୀତ ସେମାନେ ଅରାଇଲରେ ନିଜ ଦେଶର ପତାକା ଉତ୍ତୋଳନ କରିବେ। ସେମାନେ ସମସ୍ତେ ଆଖଡ଼ାର ପରମ୍ପରା ଓ ଆଧ୍ୟାତ୍ମିକ ସଂସ୍କୃତି ସହିତ ଜଡ଼ିତ ରହିବେ। ମହାକୁମ୍ଭ ମେଳାରେ ଆମେରିକା, ରୁଷିଆ, … Continue reading ଆଜି ମହାକୁମ୍ଭରେ ୭୩ଟି ଦେଶର କୂଟନୀତିଜ୍ଞଙ୍କ ସମେତ ୧୧୬ ଜଣ ଅତିଥି ବୁଡ଼ ପକାଇ ଗାଧୋଇ ଜାତୀୟ ପତାକା ଉତ୍ତୋଳନ କରିବେ