ଓଡ଼ିଶା ଟୁରିଜିମକୁ ମିଳିବ ପ୍ରୋତ୍ସାହନ: ପ୍ରଭାତି ପରିଡା

PRAVATI PARIDA: ଦକ୍ଷିଣ ଚଳଚ୍ଚିତ୍ର ନିର୍ମାତା ଏସ୍ ଏସ୍ ରାଜାମୌଲି ଓଡ଼ିଶାର କୋରାପୁଟରେ ମହେଶ ବାବୁ ଓ ପୃଥ୍ୱୀରାଜ ସୁକୁମାରନଙ୍କ ସହ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏସ୍ଏସ୍ଏମ୍ବି-୨୯’ର ସୁଟିଂ ଆରମ୍ଭ କରିସାରିଛନ୍ତି। ବର୍ତମାନ ଏହି ଟିମ୍ ତାଳମାଳି ପାହାଡ଼ ଉପରେ ସୁଟିଂ କରୁଛି, ଯାହା ଜଙ୍ଗଲ, ଉପତ୍ୟକା ଏବଂ ଝରଣା ଦ୍ୱାରା ଘେରି ରହିଛି । ଗତକାଲି ଏଥିରେ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ମଧ୍ୟ ଯୋଗ ଦେଇଛନ୍ତି । ଦୁର୍ଗା ଆର୍ଟସ ବ୍ୟାନରରେ ନିର୍ମିତ ‘ଏସ୍ଏସ୍ଏମ୍ବି୨୯’ର … Continue reading ଓଡ଼ିଶା ଟୁରିଜିମକୁ ମିଳିବ ପ୍ରୋତ୍ସାହନ: ପ୍ରଭାତି ପରିଡା