ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ, ପାଞ୍ଚ ହଜାର ଅଂଶ ଗ୍ରହଣ କରିବା ସମ୍ଭାବନା
PBD: ଓଡ଼ିଶା ସରକାରଙ୍କ ଗୃହ ବିଭାଗର ତଥ୍ୟାନୁଯାୟୀ, ପ୍ରତିଦିନ ୧୫୦ରୁ ଅଧିକ ଏନଆରଆଇ ପଞ୍ଜୀକରଣ କରୁଥିବାବେଳେ ଗୋଟିଏ ସପ୍ତାହ ପୂର୍ବରୁ ପଞ୍ଜୀକରଣ ସଂଖ୍ୟା ମାତ୍ର ୪୦-୫୦ ଥିଲା। ଆସନ୍ତା ୮ତାରିଖରୁ ଆରମ୍ଭ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ। ଏଥିପାଇଁ ଜନତା ମଇଦାନରେ ଚାଲିଥିବା ପ୍ରସ୍ତୁତିକୁ ରବିବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଶିଳ୍ପ ସଚିବ ହେମନ୍ତ ଶର୍ମା ସମୀକ୍ଷା କରିଛନ୍ତି। ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ପାଇଁ ବର୍ତ୍ତମାନ ସୁଦ୍ଧା ସାଢ଼େ ୩ … Continue reading ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ, ପାଞ୍ଚ ହଜାର ଅଂଶ ଗ୍ରହଣ କରିବା ସମ୍ଭାବନା
Copy and paste this URL into your WordPress site to embed
Copy and paste this code into your site to embed