ଧନଶ୍ରୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ପ୍ରତିକ୍ରିୟା ରଖିଲେ ପ୍ରତୀକ

Pratik Utekar Replied: କୋରିଓଗ୍ରାଫର ତଥା ଡ୍ୟାନ୍ସର ଧନଶ୍ରୀ ବର୍ମା ଆଜିକାଲି ସ୍ୱାମୀ ୟୁଜବେନ୍ଦ୍ର ଚହଲଙ୍କ ଠାରୁ ଛାଡ଼ପତ୍ର ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏଭଳି ପରିସ୍ଥିତିରେ ଧନଶ୍ରୀଙ୍କ ନାମ ଜଣାଶୁଣା କୋରିଓଗ୍ରାଫର ପ୍ରତୀକ ଉତେକରଙ୍କ ସହ ଯୋଡାଯାଉଛି । ଧନଶ୍ରୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଗୁଜବ ଚାଲିଥିବା ବେଳେ ପ୍ରତୀକ ଉତେକର ନିଜର ନୀରବତା ଭଙ୍ଗ କରି ଏଭଳି ଦାବି କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି। ୨୦୨୩ରେ ଧନଶ୍ରୀ ବର୍ମା ଓ … Continue reading ଧନଶ୍ରୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ପ୍ରତିକ୍ରିୟା ରଖିଲେ ପ୍ରତୀକ