Prashant Kishore’s name appears in two voter lists from two states ।। ପ୍ରଶାନ୍ତ କିଶୋରଙ୍କ ଦୁଇଟି ରାଜ୍ୟର ୨ଟି ଭୋଟର ତାଲିକାରେ ନାମ

ଦୁଇ ଦୁଇଟି ଭୋଟର ଆଇକାର୍ଡ ରଖିଛନ୍ତି ପ୍ରଶାନ୍ତ କିଶୋର । ପ୍ରଶାନ୍ତ କିଶୋରଙ୍କୁ  କାରଣ ଦର୍ଶାଅ ନୋଟିସ । ବିହାର ଏବଂ ପଶ୍ଚିମବଙ୍ଗ ଉଭୟରେ ଭୋଟର ତାଲିକାରେ ତାଙ୍କ ନାମ ଥିବାର ପ୍ରମାଣ ପାଇବା ପରେ ଭାରତୀୟ ନିର୍ବାଚନ କମିଶନ ଜନ ସୁରାଜ ପାର୍ଟିର ନେତା ପ୍ରଶାନ୍ତ କିଶୋରଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। କିଶୋର ସ୍ୱୀକାର କରିଛନ୍ତି ଯେ ତାଙ୍କ ନାମ ବିହାର ଏବଂ ପଶ୍ଚିମବଙ୍ଗ ଉଭୟର ଭୋଟର ତାଲିକାରେ ଦେଖାଯାଉଛି, ସେ … Continue reading Prashant Kishore’s name appears in two voter lists from two states ।। ପ୍ରଶାନ୍ତ କିଶୋରଙ୍କ ଦୁଇଟି ରାଜ୍ୟର ୨ଟି ଭୋଟର ତାଲିକାରେ ନାମ