ପ୍ରଶାନ୍ତ କିଶୋର, ଯୋଗେନ୍ଦ୍ର ଯାଦବ ଓ ପ୍ରଦୀପ ଗୁପ୍ତା : ରଣନୀତିକାର ନା କେବଳ ‘ତୁକ୍କାବାଜ୍’? || Prashant Kishore, Jogendra Yadav and Pradeep Gupta: Strategists or just ‘tukkabaaz’?

ଭାରତୀୟ ରାଜନୀତିରେ ନିର୍ବାଚନ ଆସିଲେ କିଛି ଚେହେରା ଟିଭି ପରଦାରେ ଏବଂ ସୋସିଆଲ୍ ମିଡିଆରେ ଚମକିବାକୁ ଲାଗନ୍ତି । କିଏ ନିଜକୁ ‘ଆଧୁନିକ ଚାଣକ୍ୟ’ କହେ ତ ଆଉ କିଏ ‘ସେଫୋଲୋଜିଷ୍ଟ’ ବା ନିର୍ବାଚନୀ ବିଶେଷଜ୍ଞର ମଲାମ ପିନ୍ଧି ଡାଟା ପଢେ । ପ୍ରଶାନ୍ତ କିଶୋର, ଯୋଗେନ୍ଦ୍ର ଯାଦବ ଏବଂ ପ୍ରଦୀପ ଗୁପ୍ତା – ଏହି ତିନୋଟି ନାମ ତ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଏମାନେ କ’ଣ ସତରେ କୌଣସି ବୈଜ୍ଞାନିକ ପଦ୍ଧତିରେ ନିର୍ବାଚନ … Continue reading ପ୍ରଶାନ୍ତ କିଶୋର, ଯୋଗେନ୍ଦ୍ର ଯାଦବ ଓ ପ୍ରଦୀପ ଗୁପ୍ତା : ରଣନୀତିକାର ନା କେବଳ ‘ତୁକ୍କାବାଜ୍’? || Prashant Kishore, Jogendra Yadav and Pradeep Gupta: Strategists or just ‘tukkabaaz’?