Prashant Kishor Question To Rahul Gandhi, Apart From Elections Have You Ever Spent A Night In Bihar? ।। ରାହୁଲ ଗାନ୍ଧୀଙ୍କୁ ପ୍ରଶାନ୍ତ କିଶୋରଙ୍କ ପ୍ରଶ୍ନ- ନିର୍ବାଚନ ବ୍ୟତୀତ ଆପଣ କେବେ ବିହାରରେ ଗୋଟିଏ ରାତି ବିତାଇଛନ୍ତି କି?

”ରାହୁଲ ଗାନ୍ଧୀ ବିହାରରେ ଭୋଟର ଅଧିକାର ଯାତ୍ରା କରୁଛନ୍ତି। ଏହା ସମସ୍ତଙ୍କର ଗଣତାନ୍ତ୍ରିକ ଅଧିକାର। କିନ୍ତୁ ରାହୁଲ ଗାନ୍ଧୀଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ପଡିବ ଯେ ସେ ନିର୍ବାଚନ ବ୍ୟତୀତ ବିହାରରେ କେବେ ରାତି ବିତାଇଛନ୍ତି କି?” ବିହାରର ସୁପୌଲରେ ଏହି ପ୍ରଶ୍ନ କରିଛନ୍ତି ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ବିହାରରେ ବିଧାନସଭା ନିର୍ବାଚନ ଅକ୍ଟୋବର-ନଭେମ୍ବରରେ ହେବାର ସମ୍ଭାବନା ଅଛି। ପ୍ରଶାନ୍ତ କିଶୋର ଏହା ପୂର୍ବରୁ ରାଜ୍ୟରେ ‘ବିହାର … Continue reading Prashant Kishor Question To Rahul Gandhi, Apart From Elections Have You Ever Spent A Night In Bihar? ।। ରାହୁଲ ଗାନ୍ଧୀଙ୍କୁ ପ୍ରଶାନ୍ତ କିଶୋରଙ୍କ ପ୍ରଶ୍ନ- ନିର୍ବାଚନ ବ୍ୟତୀତ ଆପଣ କେବେ ବିହାରରେ ଗୋଟିଏ ରାତି ବିତାଇଛନ୍ତି କି?