ପ୍ରଶାନ୍ତ କିଶୋରଙ୍କୁ ଗିରଫ କଲା ପାଟନା ପୋଲିସ୍
Prashant Kishor arrested: ପାଟନାର ଗାନ୍ଧୀ ମଇଦାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିବା ଜନ ସୁରାଜ ମୁଖ୍ୟ ପ୍ରଶାନ୍ତ କିଶୋରଙ୍କୁ ବିହାର ପୋଲିସ ସୋମବାର ସକାଳେ ଗିରଫ କରିଛି। ବିହାରର ଜନ ସୂରଜ ପାର୍ଟି ଅଧ୍ୟକ୍ଷ ପ୍ରଶାନ୍ତ କିଶୋରଙ୍କୁ ଗିରଫ କରିଛି ପୁଲିସ। ପାଟନାର ଗାନ୍ଧୀ ମଇଦାନଠାରେ ପ୍ରଶାସନ୍ତ ଆମରଣ ଅନଶନ ଚଳାଇଥିବାବେଳେ ସୋମବାର ଭୋର ସକାଳୁ ପୁଲିସ ତାଙ୍କୁ ଉଠାଇ ନେଇଥିଲା। ବିହାର ଲୋକସେବା ଆୟୋଗ(ବିପିଏସସି)ର ୭୦ତମ ପ୍ରାରମ୍ଭିକ ପରୀକ୍ଷା ବାତିଲ ଦାବିରେ ପ୍ରଶାସନ୍ତ … Continue reading ପ୍ରଶାନ୍ତ କିଶୋରଙ୍କୁ ଗିରଫ କଲା ପାଟନା ପୋଲିସ୍
Copy and paste this URL into your WordPress site to embed
Copy and paste this code into your site to embed