ଷ୍ଟାର୍ଟଅପ ଜଗତରେ ଚର୍ଚ୍ଚାରେ ପ୍ରାଣ୍ଟେ ସଲ୍ୟୁସନ୍ସ

ପ୍ରୋଫଲୋ-ୟୁକୁ ନେଇ ସାଉଁଟୁଛି ପ୍ରଶଂସା ଓଡ଼ିଶାରେ ଥିବା ପ୍ରାଣ୍ଟେ ସଲ୍ୟୁସନ୍ସ (ଓପିସି) ପ୍ରାଇଭେଟ୍ ଲିମିଟେଡ୍ ଭାରତୀୟ ଷ୍ଟାର୍ଟଅପ୍ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜର ପ୍ରୋଫଲୋ-ୟୁ ନାମକ ପ୍ରଡକ୍ଟ ଯୋଗୁଁ ଏହା ସବୁଆଡ଼ୁ ପ୍ରଶଂସା ପାଉଛି । ପ୍ରୋଫଲୋ-ୟୁ କିଡନୀର କାର୍ଯ୍ୟକାରିତାକୁ ତଦାରଖ କରିପାରୁଥିବା ଏକ ସ୍ୱାସ୍ଥ୍ୟ ଯାଞ୍ଚକାରୀ ଯନ୍ତ୍ର, ଯାହାକୁ ଲୋକମାନେ ନିଜେ ବ୍ୟବହାର କରିପାରିବେ।  ଏହା ଦ୍ୱାରା  ଠିକ ସମୟରେ ରୋଗ ଚିହ୍ନଟ ଓ ଚିକିତ୍ସା ସମ୍ଭବ ହୋଇଥାଏ । ଆଇରା: ବିଭିନ୍ନ ବାୟୋସେନ୍ସିଂ … Continue reading ଷ୍ଟାର୍ଟଅପ ଜଗତରେ ଚର୍ଚ୍ଚାରେ ପ୍ରାଣ୍ଟେ ସଲ୍ୟୁସନ୍ସ