ସାମିଲ ହେଲେ ୮ ନୂଆ ସଦସ୍ୟ, ସିପିଏମ ଛାଡ଼ିବେ ପ୍ରକାଶ ଏବଂ ବୃନ୍ଦା କରାତ

CPM: ସିପିଆଇ(ଏମ୍)ର ଢାଞ୍ଚାରେ ଏଭଳି ପରିବର୍ତ୍ତନ ଏପରି ସମୟରେ ଆସିଛି ଯେତେବେଳେ ଦଳ ଦେଶର ବିଭିନ୍ନ ସ୍ଥାନରେ ନିଜର ଜନଭିତ୍ତି ହରାଇବା ସହ ସଂଘର୍ଷ କରୁଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ପଲିଟ୍ ବ୍ୟୁରୋରେ ୮ ଜଣ ନୂଆ ସଦସ୍ୟଙ୍କୁ ସାମିଲ କରାଯାଇଥିବା ବେଳେ ପ୍ରକାଶ କରାତ, ବୃନ୍ଦା କରାତ ଓ ମାଣିକ ସରକାରଙ୍କ ସମେତ ବରିଷ୍ଠ ନେତାମାନେ ଇସ୍ତଫା ଦେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ପଲିଟ୍ ବ୍ୟୁରୋର ନୂଆ ସଦସ୍ୟମାନଙ୍କ ମଧ୍ୟରେ ୟୁ ବାସୁକି, … Continue reading ସାମିଲ ହେଲେ ୮ ନୂଆ ସଦସ୍ୟ, ସିପିଏମ ଛାଡ଼ିବେ ପ୍ରକାଶ ଏବଂ ବୃନ୍ଦା କରାତ