Prajamandal Movement ।। ଜାମଣ୍ଡଳ ଆନ୍ଦୋଳନ

          ଭାସ୍କର ପରିଚ୍ଛା ଗଡ଼ଜାତ ମିଶ୍ରଣ କଥା କହିବା ବେଳେ ପ୍ରଜାମଣ୍ଡଳ ଆନ୍ଦୋଳନ ବିଷୟ ବି ଉଲ୍ଲେଖ କରିବା ଦରକାର। ଓଡ଼ିଶା ପ୍ରଜାମଣ୍ଡଳ ଆନ୍ଦୋଳନ ଔପନିବେଶିକ ସମୟର ଶେଷ ଆନ୍ଦୋଳନ ଥିଲା। ଓଡ଼ିଶାର ରାଜକୀୟ ବା ଗଡଜାତ ରାଜ୍ୟଗୁଡ଼ିକରେ ଏହା ଥିଲା ଜନପ୍ରିୟ ଓ ତୃଣମୂଳ ବିଦ୍ରୋହ।ଅର୍ଥନୈତିକ ଶୋଷଣ ଓ ସାମନ୍ତବାଦୀ ଅତ୍ୟାଚାର ବିରୁଦ୍ଧରେ ସ୍ବୈରାଚାରୀ ଶାସକଙ୍କ ଅଧୀନରେ ଥିବା ନାଗରିକ ମାନଙ୍କ ଦ୍ଵାରା ନିଜ ଅଧିକାର ଦାବିର ଏହା ଥିଲା … Continue reading Prajamandal Movement ।। ଜାମଣ୍ଡଳ ଆନ୍ଦୋଳନ