ବିଜେଡି ନିଆଁରେ ଘିଅ ଢାଳିଲେ ପ୍ରଫୁଲ ମଲ୍ଲିକ

ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ଆଭ୍ୟନ୍ତରୀଣ ଅସ୍ଥିରତାର ସଙ୍କେତ ଦେଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଶୁକ୍ରବାର ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଭୂମିକା ଓ ସ୍ଥିତିକୁ ନେଇ ଏକାଧିକ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟସଭାରେ ଓ୍ଵାକଫ୍ ବିଲ୍‍କୁ ନେଇ ଦଳର ଆଭିମୁଖ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରିପ୍ରେକ୍ଷୀରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଇଥିବା ଦେଖିବାକୁ ମିଳିଥିଲା। ପାଣ୍ଡିଆନଙ୍କୁ ସମର୍ଥନ କରି ନବୀନ ଆଗେଇ ଆସୁଛନ୍ତି, … Continue reading ବିଜେଡି ନିଆଁରେ ଘିଅ ଢାଳିଲେ ପ୍ରଫୁଲ ମଲ୍ଲିକ