ନବୀନଙ୍କୁ ପ୍ରଭାତଙ୍କ ପ୍ରଶ୍ନ: ଯଦି ପାଣ୍ଡିଆନ୍‍ ନୁହଁନ୍ତି ତେବେ ଆଦେଶ ଦେଇଛି କିଏ?

ୱାକଫ୍‍ ବିଲ୍‍ ବିବାଦକୁ ନେଇ ଗତକାଲି ପ୍ରଭାତ ତ୍ରିପାଠୀଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ପରେ ଆଜି ସେ ପ୍ରତିଆକ୍ରମଣ କରିଛନ୍ତି। ପ୍ରଭାତ ତ୍ରିପାଠୀ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରି ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱକୁ ଆହୁରି ପଦାରେ ପକାଇଛନ୍ତି। ସେ କହିଛନ୍ତି ଓ୍ୱାକଫ୍‍ ସଂଶୋଧନ ବିଧେୟକ ଆଲୋଚନାବେଳେ ବିଜେଡି ରାଜନୀତିକ ପ୍ରତିବଦ୍ଧତାରୁ ଓହରିଥିଲା। ‘ବିବେକାନୁମୋଦିତ’ ଭୋଟ୍‍ କଥା କହି କାହିଁକି ଦଳ ଏପରି ଆଭିମୁଖ୍ୟ ନେଲା ଏବଂ ଏହା ପଛରେ କିଏ ନିର୍ଦ୍ଦେଶ … Continue reading ନବୀନଙ୍କୁ ପ୍ରଭାତଙ୍କ ପ୍ରଶ୍ନ: ଯଦି ପାଣ୍ଡିଆନ୍‍ ନୁହଁନ୍ତି ତେବେ ଆଦେଶ ଦେଇଛି କିଏ?