ସୁନ୍ଦରଗଡ଼ରେ ବିଦ୍ୟୁତ ବିଭ୍ରାଟ ନେଲା ଉଗ୍ରରୂପ;ଟିପିଡବ୍ଲ୍ୟୁଓଡିଏଲ୍ କାର୍ଯ୍ୟାଳୟ ଘେରିଲେ ଉତ୍ତ୍ୟକ୍ତ ଲୋକେ || Power outage in Sundargarh escalates; angry people surround TPWDL office

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର କେତେକ ଅଞ୍ଚଳରେ ଦୀର୍ଘ ସପ୍ତାହ ଧରି ଲାଇଟ୍ ନଥିବା ଅଭିଯୋଗ ହୋଇଛି । ଏହି ଗୁରୁତର ବିଦ୍ୟୁତ ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଲଗାତାର ବିଦ୍ୟୁତ କାଟ୍‌ରେ ଅତିଷ୍ଠ ହୋଇ ଶତାଧିକ ଉତ୍ତ୍ୟକ୍ତ ଲୋକେ ‘ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍’ (TPWODL) କାର୍ଯ୍ୟାଳୟ ଘେରାଉ କରିବା ସହ ଜୋରଦାର ହଙ୍ଗାମା କରିଛନ୍ତି । ମିଳିଥିବା ସୂଚନା … Continue reading ସୁନ୍ଦରଗଡ଼ରେ ବିଦ୍ୟୁତ ବିଭ୍ରାଟ ନେଲା ଉଗ୍ରରୂପ;ଟିପିଡବ୍ଲ୍ୟୁଓଡିଏଲ୍ କାର୍ଯ୍ୟାଳୟ ଘେରିଲେ ଉତ୍ତ୍ୟକ୍ତ ଲୋକେ || Power outage in Sundargarh escalates; angry people surround TPWDL office