Power hungry or Biswa Guru ? II ମୋଦୀଙ୍କ ଉପରେ ମୋହନ ଛାଟ: କ୍ଷମତା ଲୋଭୀ ନା ବିଶ୍ୱଗୁରୁ

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘକୁ ବିଜେପିର ମୂଳପିଣ୍ଡଭାବେ ଗ୍ରହଣ କରାଯାଏ। ଏପରିକି ବିନା ସଂଘରେ ବିଜେପିର ଅସ୍ତିତ୍ୱ ନାହିଁ ବୋଲି ବି ଅତୀତରେ ଅନୁଭବ ହୋଇଛି। ସେଥିଲାଗି ନିର୍ବାଚନ ଥାଉ ବା ନ ଥାଉ ବିଜେପି ସବୁବେଳେ ସଂଘ ପରାମର୍ଶ ପାଇଁ ଆତୁର ରହେ। ଆଉ ଯେତେବେଳେ ବିଜେପିର ନେତୃତ୍ୱ ସଂଘ ବିନା ବିଜୟ ହାସଲ କରିବ ବୋଲି ଭାବେ ସେତେବଳେ ବିପର୍ଯ୍ୟୟ ଆସେ। ଏହା ଅନେକ ଥର ପ୍ରମାଣିତ ହୋଇଛି। ପ୍ରତ୍ୟକ୍ଷ ରାଜନୀତିରେ ହସ୍ତକ୍ଷେପ ନ … Continue reading Power hungry or Biswa Guru ? II ମୋଦୀଙ୍କ ଉପରେ ମୋହନ ଛାଟ: କ୍ଷମତା ଲୋଭୀ ନା ବିଶ୍ୱଗୁରୁ