ପାୱାର ଗେମ୍‍; ଅବିଶ୍ୱାସ, ଅନାସ୍ଥା ଓ ଅନ୍ତର୍ଦ୍ୱନ୍ଦ୍ୱରେ ପାକିସ୍ତାନ

ଅଘଟଣ ଘଟିଥିଲା କଶ୍ମୀରର ପହଲଗାମରେ। ଧର୍ମ ପଚାରି ୨୬ ଜଣଙ୍କୁ ପାକିସ୍ତାନୀ ଆତଙ୍କବାଦୀମାନେ ଗୁଳି ମାରି ହତ୍ୟା କଲେ। ଖାଲି ସେତିକି ନୁହେଁ, ଧର୍ମ ପଚାରି ଧର୍ମ ପରୀକ୍ଷା ଦେବାକୁ ବି କହିଲେ। ଯେତେବେଳେ ପହଲଗାମର ପର୍ଯ୍ୟଟକ ହିନ୍ଦୁ ବୋଲି ଜାଣିଲେ ସେତେବେଳେ ଜଣକ ପରେ ଜଣଙ୍କୁ ହତ୍ୟା କଲେ। ଏହାକୁ ସାରାବିଶ୍ୱ ନିନ୍ଦା କରିଛି ଓ ଏହାର ଜବାବ ଦେବା ଲାଗି ଭାରତ ଗଲା ତିନିଦିନ ହେଲା ଅପରେସନ୍‍ ସିନ୍ଦୂର ଚଳାଇଛି। ଭାରତ ପାଇଁ ଏହି … Continue reading ପାୱାର ଗେମ୍‍; ଅବିଶ୍ୱାସ, ଅନାସ୍ଥା ଓ ଅନ୍ତର୍ଦ୍ୱନ୍ଦ୍ୱରେ ପାକିସ୍ତାନ