ବିଜେପିରେ ପାୱାର ଗେମ୍ || Power game in BJP
ବିଜେପି ସରକାର ଗଠନ ହେବାର ପ୍ରାୟ ଦୁଇବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଭିନ୍ନ ନିଗମ ଏବଂ ବୋର୍ଡରେ ଅଧ୍ୟକ୍ଷ ନିଯୁକ୍ତି ହୋଇପାରୁ ନାହିଁ। ନିକଟରେ ଶୀର୍ଷ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କଣ ଏହି ବୈଠକର ନିଷ୍କର୍ଷ ଥିଲା? କାହିଁକି ଫିଟୁନି ନିଯୁକ୍ତିର ପେଡ଼ି? ନିଗମ ନିଯୁକ୍ତିରେ ଅହେତୁକ ବିଳମ୍ବ ୨୦୨୪ ନିର୍ବାଚନ ପରେ ଓଡ଼ିଶାରେ ବିଜେପିର ପ୍ରଥମ ସରକାର ଗଠନ ହେଲା। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ଏପର୍ଯ୍ୟନ୍ତ କୌଣସି … Continue reading ବିଜେପିରେ ପାୱାର ଗେମ୍ || Power game in BJP
Copy and paste this URL into your WordPress site to embed
Copy and paste this code into your site to embed